Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ପୋଷା କୁକୁର ପାଇଁ ୫୦ ଫୁଟର ସୁନା ମୂର୍ତ୍ତି କଲେ ତୁର୍କମେନିସ୍ତାନ ରାଷ୍ଟ୍ରପତି

November 16, 2020

ଅସଗାବତ: ଲୋକମାନଙ୍କର ମୂର୍ତ୍ତି ପ୍ରେମ ଠାରୁ ନେତାମାନଙ୍କ ମୂର୍ତ୍ତି ପ୍ରେମ ଅଧିକ । ମାତ୍ର ନିଜ ପୋଷା କୁକୁରର ୫୦ ଫୁଟ ଉଚ୍ଚର ସୁନା ମୂର୍ତ୍ତି ସ୍ଥାପନ କରିବା ବିଶ୍ୱରେ ପ୍ରଥମ । ତୁର୍କମେନିସ୍ତାନ ରାଷ୍ଟ୍ରପତି ତାଙ୍କ ପ୍ରିୟ କୁକୁରର ୫୦ ଫୁଟର ସୁନା ମୂର୍ତ୍ତିସ୍ଥାପନ କରି ଏବେ ଚର୍ଚ୍ଚାରେ । ତୁର୍କମେନିସ୍ତାନ ରାଜଧାନୀ ଅସଗାବତରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ୨୦୦୭ ମସିହାରୁ ରାଷ୍ଟ୍ରପତି ଗୁରୁମ୍ବାଗୁଲି ବର୍ଦୁଖୁମଦୋଭ କ୍ଷମତାରେ ଅଛନ୍ତି । ୪ ଦିନ ତଳେ ବୁଧବାର ଦିନ ସେ ନିଜର ପ୍ରିୟ ଆଲବିନ ପ୍ରଜାତିର କୁକୁରର ୫୦ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ଏିହ ମୂର୍ତ୍ତି କଂସାରେ ନିର୍ମାଣ କରାଯାଇଛି ଏବଂ ଏହା ଉପରେ ୨୪ କ୍ୟାରେଟ ସୁନାର ଆବରଣ ଦିଆଯାଇଛି । ଗୁରୁମ୍ବାକୁଲି ବର୍ଦୁଖୁମଦୋଭ କୁକୁରକୁ ବେଶ ଭଲ ପାଆନ୍ତି ଏବଂ ଆଲବିନ ପ୍ରଜାତିର କୁକୁର କେବଳ ତୁର୍କମେନିସ୍ତାନରେ ହିଁ ଜନ୍ମ ନେଇଥାଆନ୍ତି । ତୁର୍କମେନିସ୍ତାନର ଜାତୀୟ ଅର୍ଥନୀତି ଏତେ ଭଲ ନୁହେଁ, ଗରିବ ଲୋକମାନେ ବେଶ କଷ୍ଟରେ ରହୁଛନ୍ତି । ମାତ୍ର ରାଷ୍ଟ୍ରପତି କୁକୁରର ୫୦ ଫୁଟ ସୁନା ମୂର୍ତ୍ତି ସ୍ଥାପନକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।

Share on:
WhatsApp
Please follow and like us:

52total visits,1visits today

Post navigation

ଓଡ଼ିଶାକୁ ମିଳିଲା ୨୦୧୯ ପାଇଁ ‘ଷ୍ଟାର୍ଟ ଅପ୍‌ ଲିଡର’ ମାନ୍ୟତା
ଆଇପିଏଲ ପାଇଁ ୟୁଏଇକୁ ୧୦୦ କୋଟି !

Related Articles

ବିଦ୍ୟୁତ୍ ତାର ଲାଗି ଜଳିଗଲା ବସ୍‌, ୬ ମୃତ

Odisha News Lens
January 17, 2021

ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସିଧାସଳଖ ଯିବ ୮ ଟ୍ରେନ୍‌

Odisha News Lens
January 17, 2021

ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ କ୍ଷତିପୂରଣ ଦେବ ଭାରତ ବାୟୋଟେକ୍

Odisha News Lens
January 16, 2021

Leave a Reply Cancel reply

Your email address will not be published. Required fields are marked *

− 6 = 1

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ୧୮୩ କରୋନା ପଜିଟିଭ୍ ଚିହ୍ନଟ, ୧ ମୃତ
  • ବିଦ୍ୟୁତ୍ ତାର ଲାଗି ଜଳିଗଲା ବସ୍‌, ୬ ମୃତ
  • ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସିଧାସଳଖ ଯିବ ୮ ଟ୍ରେନ୍‌
  • ଚିଲିକା ଓ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ
  • ‘ଫୁକ୍‌ରେ’ ଅଭିନେତା ଓଲାନୋକିଓଟନଙ୍କ ଦେହାନ୍ତ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3896732Total Visitors.