ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ବିଧାନସଭା ଆସନ

14428

ଭୁବନେଶ୍ୱର: ଶନିବାର ବିଜେଡି ପକ୍ଷରୁ ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତେବେ ବଡ଼ଚଣା ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ସରପ୍ରାଇଜ ଦେଇଛନ୍ତି । ଏହି ଆସନରୁ ନିକଟରେ ବିଜେଡିରେ ସାମିଲ ହୋଇଥିବା ଅଭିନ ...

15539

ଉତ୍ତରପ୍ରଦେଶର ହାଇ-ପ୍ରୋଫାଇଲ୍‌ ଅମେଠି ଲୋକସଭା ଆସନକୁ ନେଇ ଜାରି ରହିଛି ସସ୍‌ପେନ୍ସ। ବିଜେପି ଏହି ଆସନରେ ପ୍ରାର୍ଥୀ ଦେଇ ସାରିଥିବା ବେଳେ କଂଗ୍ରେସ ତରଫରୁ କିନ୍ତୁ ଏଯାଏଁ କୌଣସି ଘୋଷଣା ହୋଇ ନାହିଁ। କଂଗ୍ରେସର ଗଡ କୁହାଯାଉଥିବା ଏହି ଆସନରୁ କିଏ ଲଢ଼ିବ ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି।

କଂଗ୍ରେ ...

  • 13705

    ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନିର୍ବାଚନ ଡିୟୁଟିରେ ଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ)ର ଜଣେ ଯବାନ ସହିଦ ହୋଇଯାଇଛନ୍ତି। ମୃତ ଯବାନଙ୍କ ନାମ ଦେବେନ୍ଦ୍ର କୁମାର । ମାଥାଭାଙ୍ଗର ଏକ ମତଦାନ କେନ୍ଦ୍ରରେ ସମ୍ପୃକ୍ତ ଯବାନ ଜଣକ ମୁତୟନ ଥିଲେ। 

    ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ବିଜାପୁର ଜିଲ୍ ...

  • 13826

    ଏଭରେଷ୍ଟ କମ୍ପାନୀର ମାଛ ମସଲାରେ କୀଟନାଶକ ଥିବା ଦର୍ଶାଇ ସିଙ୍ଗାପୁର ସରକାର ବଡ ପଦକ୍ଷେପ ନେଇଛନ୍ତି । ସିଙ୍ଗାପୁର ମାର୍କେଟରୁ ଏହି ଉତ୍ପାଦ ଫେରାଇ ନେବାକୁ ଏଭରେଷ୍ଟ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି ।  ହେଲେ ଏଭେରେଷ୍ଟ ତରଫରୁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

    ଏଭରେଷ୍ଟ କମ ...

  • 14965

    ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ ଘଟିଛି କର୍ଣ୍ଣାଟକ ଜିଲ୍ଲାରେ । ଜଣେ କଂଗ୍ରେସ କର୍ପୋରେଟରଙ୍କ ଝିଅକୁ ହତ୍ୟା କରାଯାଇଛି । ପ୍ରେମରେ ପାଗଳ ଜଣେ ପ୍ରେମିକ କର୍ପୋରେଟରଙ୍କ ଝିଅକୁ ମାରିଦେଇଛି । ମୃତ ଛାତ୍ରୀ ଜଣକ କଂଗ୍ରେସ କର୍ପୋରେଟର ନିରଞ୍ଜନ ହିରମାଥ୍‌ଙ୍କ ଝିଅ ନେହା ବୋଲି ଜଣାପଡ଼ିଛି। ହତ୍ୟାକାରୀର ନାମ ଫୟାଜ। ...

  • 13567

    ଅହମଦାବାଦ: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ  ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପାଇଁ ଅମିତ ଶାହା ଗାନ୍ଧିନଗର କଲେକ୍ଟରଙ୍କ କାର୍ୟ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ ...

  • 14694

    ପୁଣେ: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ସମୟରେ ଦୁନିଆର ସବୁଠାରୁ କନିଷ୍ଠ ମହିଳା ଜ୍ୟୋତି ଆମେ ନାଗପୁର ଆସନରୁ ଭୋଟ ଦେଇଛନ୍ତି। ଗିନିଜ ୱାଲର୍‌ଡ ରେକର୍ଡ ଅନୁଯାୟୀ, ଜ୍ୟୋତି ଦୁନିଆର ସବୁଠାରୁ ଛୋଟ ଜୀବନ୍ତ ...

  • 16626

    ପାଠ ପଢୁନଥିବାରୁ ଆକଟ କରିଥିଲେ ବାପା । ୧୭ ବର୍ଷର ପୁଅକୁ ବାପାଙ୍କ କଥା ଭାରି କଷ୍ଟ ଦେଇଥିଲା । ହେଲେ ସେ ଏମିିତି କିଛି ରାସ୍ତା ବାଛି ନେବ ବୋଲି ଭାବିନଥିଲେ ଘର ଲୋକ । ଆତ୍ମହତ୍ୟା କରିଦେଲା ପୁଅ ।

    ବାଲେଶ୍ବର ସୋର ବ୍ଲକ୍‌ ଆଟପୁର ପଞ୍ଚାୟତ ହଂସୀପଟଣା ଗ୍ରାମର ଗୌତମ ଲେଙ୍କା (୧୭) ସ୍ଥାନୀୟ ଉପେନ୍ଦ୍ରନା ...

  • 16122

    ନୂଆଦିଲ୍ଲୀ:  ଇନ୍‌ସାଟ-୩ଡିଏସ୍‌ର ସଫଳ ଉତ୍‌କ୍ଷେପଣ ପରେ ଇସ୍ରୋ ଏବେ ଆଉ ଏକ ବଡ଼ ମିଶନ ପାଇଁ ପ୍ରସ୍ତୁତ ହେଉଛି । ବହୁ-ଆକାଂକ୍ଷିତ ପ୍ରୋଜେକ୍ଟ ନିସାର୍ ଲଞ୍ଚ୍ କରିବ ଭାରତୀୟ ମାହାକାଶ ଗବେଷଣା ସଂସ୍ଥା । ଆମେରିକୀୟ ମହାକାଶ ଏଜେନ୍ସି ନାସା ସହ ମିଶି ଏହା ନାସା-ଇସ୍ରୋ ସିନ୍ଥେଟିକ୍‌ ଆପର୍&z ...

  • 16516

    କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଡୋକରିପଡ଼ା ଠାରେ ଚାଷକାମରୁ ଶ୍ରମିକମାନଙ୍କୁ ନେଇ ଫେରୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ୨୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ମୃତ ଓ ଗୁରୁତରମାନଙ୍କର ପରିଚୟ ମିଳିପାରି ନାହିଁ ...

  • 17521

    କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ବେଲବାହାଳି ନଇସାହି ସ୍ଥିତ ହନୁମାନ ମନ୍ଦିର ନିକଟରେ ଆତଙ୍କ ମଚାଇଛି ପାଗଳା କୁରୁର। କୁକୁର ଆକ୍ରମଣ ରେ ୨୦ରୁ ଉର୍ଦ୍ଧ ଆହତ ହୋଇଥିବା ବେଳେ ପୁଣି ୪ଜଣ ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

    ଆନନ୍ଦପୁର ଉପଖଣ୍ଡ ବେଲବାହାଳୀ ଗାଁରେ ଏକ ପାଗଳା ବୁଲା କୁକୁର ...

  • 17595

    ବିବାହକୁ ୨ ବର୍ଷ ପୂରିନଥିଲା । ହେଲେ ଆଗପଛ ହୋଇ ଚାଲିଗଲେ ଦମ୍ପତି । ଏଭଳିି ଦୁଃଖଦ ଘଟଣା ଜଟଣୀରେ ଘଟିଛି । ଭୁବନେଶ୍ୱରର ପାଣ୍ଡରାସ୍ଥିତ ହାଇଟେକ୍ ହସ୍‌ପିଟାଲରେ ବିସ୍ଫୋରଣ ଘଟଣାରେ ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ସୁନା ସାମନ୍ତରାୟ ଆତ୍ମହତ୍ୟା କରି ଦେଇଛନ୍ତି ...

  • 17593

    ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଂଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତର କୀର୍ତ୍ତିପୁର ଗାଁରେ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତ ୨ ନାବାଳିକା କବିସୂର୍ଯ୍ୟନଗର ଥାନା ଜରଡ଼ ଗ୍ରାମର ଅବକାଶ ରାଉତଙ୍କ କନ୍ୟା ରୋଷନୀ (୧୦) ଓ ସନ୍ଧ୍ୟାରାଣୀ (୭)।

    ଗ୍ରାମର ଅବକାଶ ରାଉତଙ୍କ ପାରିବାରିକ କଳହ ଯୋଗୁ ସ୍ତ୍ ...

ମଳଦ୍ୱାରରେ ଲୁଚାଇଥିଲେ କେଜିଏ ସୁନା

14764

ଭୁବନେଶ୍ୱର ବିମାନବନ୍ଦରରୁ ଏକ କେଜି ସୁନା ଜବତ ହୋଇଛି।  ବ୍ୟାଙ୍କକରୁ ଭୁବନେଶ୍ୱର ଆସି ଅବତରଣ କରିବା ପରେ ଜଣେ ଅଣ ଓଡ଼ିଆ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ କରିଛି କଷ୍ଟମ ବିଭାଗ।

ଚାଲାଣକାରୀ ଜଣକ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡିଛି। ସେ ବ୍ୟାଙ୍କକ୍‌ରୁ ବିମାନ ଯୋଗେ ଆସି ମଙ୍ଗଳବାର ଅପରାହ୍ନର ...

13922

କିଛି ଦିନ ପୂର୍ବରୁ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘରକୁ ଆଟାକ୍ ହୋଇଥିବା ଖବର ଆସିଥିଲା । ଆଟାକ୍ କରିଥିବା ୨ ଯୁବକଙ୍କୁ ଗିରଫ କରାଯାଇଛି । ସେମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ଜଣାପଡିଛି । ହେଲେ ଶୁକ୍ରବାର ସୁପରଷ୍ଟାର ସଲମାନ ଖାନଙ୍କ ଘରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ନାମରେ କ୍ୟାବ ବୁକ୍ କରିବା ଅ ...

  • 15857

    ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ପ୍ରାୟ ଏକ ମାସ ବାକି ଅଛି। ଏହାପୂର୍ବରୁ, ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟକା ଲାଗିଛି। ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୪ ସିଜନରେ ଦ୍ରୁତ ବୋଲର ମହମ୍ମଦ ଶାମି ଖେଳିବେନି।

    ଆହତ କାରଣରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମଧ୍ୟ ଚୟନ କରାଯାଇ ନଥିଲା। ଏହାପରେ ଘରୋଇ ମାଟିରେ ଚାଲିଥିବା ଇ ...

  • 15331

    ପୁଣି ବାପା ହୋଇଛନ୍ତି ବିରାଟ କୋହଲି । ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅନୁଷ୍କା ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ନିଜେ ବିରାଟ ପୂରା ବିଶ୍ୱକୁ ଜଣାଇଛନ୍ତି। ଏଥିସହ ପୁଅର ନାଁ ଅକାୟ ରଖାଯାଇଥିବା ବିରାଟ କହିଛନ୍ତି।

    ଉଭୟ ବିରାଟ ଓ ଅନୁଷ୍କା ନିଜ ନିଜ ସୋଶାଲ ମିଡିଆ ...

  • 16094

    ଅଚାନକ ଅବସର ଘୋଷଣା କରିଛନ୍ତି ବେଙ୍ଗଲ କ୍ରିକେଟର ମନୋଜ ତିୱାରୀ। ଟିମ ଇଣ୍ଡିଆରୁ କିଛି ଦିନ ଦୂରେଇ ରହିବା ପରେ କ୍ରିକେଟରୁ ବିଦାୟ ନେଇଛନ୍ତି ମନୋଜ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ନେଇ ବର୍ତ୍ତମାନ ବ୍ୟସ୍ତ ରହିଛି ଟିମ ଇଣ୍ଡିଆ । ଏହାଭିତରେ ମନୋଜ ଅବସର ଘୋଷଣା କରିଛନ୍ତି ।

    ତେବେ ଅବସର ଘୋଷଣା ପରେ ତାଙ୍କର ଏ ...

  • 16872

    ଘର ଭିତରେ ଫାଟ ସୃଷ୍ଟି ହେବା ପଛରେ ରବୀନ୍ଦ୍ର ଜାଡେଜାଙ୍କ ବାପା ଷ୍ଟାର କ୍ରିକେଟରଙ୍କ ପତ୍ନୀଙ୍କୁ ଦାୟୀ କରିଥିଲେ। ବାପାଙ୍କ ଏପରି କଥାକୁ ମୂଲ୍ୟହୀନ ବୋଲି କହିଥିବା ଜାଡେଜା ଏବେ ପତ୍ନୀଙ୍କୁ ପୁଣି ସମର୍ଥନ କରିଛନ୍ତି। ରବୀନ୍ଦ୍ର ଜାଡେଜା ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାରକୁ ତାଙ୍କ ପତ୍ନୀଙ୍କୁ ଉତ୍ସର୍ଗ କରିଛନ୍ତି। ପତ୍ନ ...

  • 16711

    ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ସେ ମୁମ୍ବାଇର ଜୟକିଶନ ମନାକାନୀଙ୍କୁ ବିବାହ କରିଛନ୍ତି। ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ହୋଟେଲରେ ହିନ୍ଦୁ ବୈଦିକ ରୀତିନୀତିରେ ପଦ୍ମିନୀ ଓ ଜୟକିଶିନଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ୍‌ ତା ...

ଏକ ନଜରରେ ଖବର