ବଳଦେବଜୀଉ ମନ୍ଦିରରୁ ହୁଣ୍ଡି ତାଡି ଟଙ୍କା ନେଇଗଲେ ଦୃର୍ବୁତ୍ତ

13679

କେନ୍ଦୁଝର : ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି । ମଧ୍ୟ ରାତ୍ରରେ ହୁଣ୍ଡି ତାଡି ଟଙ୍କା ଏଵଂ ଅନ୍ୟ ଦାନ ସାମଗ୍ରୀ ନେଇଗଲେ ଦୃର୍ବୁତ୍ତ। ମନ୍ଦିର ପ୍ରବେଶ ଦ୍ଵାର ମୁଁହରେ ଥିବା ହୁଣ୍ଡି ତାଡି ଟଙ୍କା ସବୁ ନେଇଯାଇଥିବା ବେଲେ ପୁରୁଣା ଟଙ୍କା ଏଵଂ ଖୁଚୁରା ପଇସା ସବୁ ଫିଙ୍ଗି ଦେଇଛନ୍ତି। ...

14733

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ସୀତା ସୋରେନ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏହାର ତୁରନ୍ତ ପରେ ସେ ବିଜେପିରେ ସାମିଲ ହୋଇଛନ୍ତି। ସୀତା ସୋରେନ ହେଉଛନ୍ତି ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ବଡ ବୋହୂ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ। ସେ ଦୁମକାର ଜାମା ବିଧାନସଭା ଆସନରୁ ତିନିଥର ବିଧାୟକ ହୋଇ ...

  • 14279

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି, ସବୁ ଗାଁ ଗାଁକୁ ଡିଜିଟାଲ ସେବା ପହଞ୍ଚିବ। ଏଆଇଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ଜଳବାୟୁ ସମ୍ପର୍କରେ ମୋଦି ଆଲୋଚନା କରି ...

  • 13824

    ନୂଆଦିଲ୍ଲୀ:  ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି)ର ବଡ ଘୋଷଣା । ପିଏଚ.ଡି ଆଡମିଶନ ପାଇଁ ଆଉ ଦରକାର ପଡିବନି ପ୍ରବେଶିକା ପରୀକ୍ଷା । ଏଣିକି ପିଏଚ.ଡି ପଢ଼ିବା ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା  ସ୍କୋର୍ ଆବଶ୍ୟକ । ଆଶାୟୀ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବା ବଦଳରେ ଘଋଞ ପରୀକ୍ଷାରେ ରଖିଥିବା ସ୍କୋର ...

  • 15527

    ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଉତ୍ତର ପ୍ରଦେଶର ମୁକ୍ତାର ଅନସାରୀଙ୍କ ମୃତ୍ୟୁ ଘଟିଛି। ଦୀର୍ଘ ଦିନ ହେଲା ଜେଲରେ ଥିବା ଅନସାରୀ ଆଜି ସନ୍ଧ୍ୟାରେ ହାର୍ଟ ଆଟାକର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛ ...

  • 14188

    ଜମ୍ମୁ କଶ୍ମୀର: ଜମ୍ମୁରୁ ଶ୍ରୀନଗର ଆସୁଥିବା ବେଳେ ଏକ ଟ୍ୟାକ୍ସି ଖାଇକୁ ଖସିପଡିବାରୁ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।  ଗତକାଲି ବିଳମ୍ୱିତ ରାତିରେ ୧୦ ଜଣ ଯାତ୍ରୀ ଶ୍ରୀନଗରରୁ ଜମ୍ମୁ ଅଭିମୁଖେ ଯାଉଥିଲେ। ଏହି ସମୟରେ ରାମବନର ବ୍ୟାଟେରୀ ଚାଶମା ନିକଟରେ ଟ୍ୟାକ୍ସିଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା। ଖବର ...

  • 14459

    ଗାଈର ଦାମ୍ ୪୦ କୋଟି । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । ହେଲେ ଏକଥା ସତ । ଘଟଣାଟି ହେଉଛି ବ୍ରାଜିଲର । ଭିଆଟିନା -19 FIV ମାରା ଇମୋଭିସ୍ ନାମରେ ଜଣାଶୁଣା ନେଲୋର ଗାଈଟି ୪୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇଥିବା ସବୁଠାରୁ ଦାମୀ ଗାଈ ଭାବେ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛି ...

  • 16042

    ପାଠ ପଢୁନଥିବାରୁ ଆକଟ କରିଥିଲେ ବାପା । ୧୭ ବର୍ଷର ପୁଅକୁ ବାପାଙ୍କ କଥା ଭାରି କଷ୍ଟ ଦେଇଥିଲା । ହେଲେ ସେ ଏମିିତି କିଛି ରାସ୍ତା ବାଛି ନେବ ବୋଲି ଭାବିନଥିଲେ ଘର ଲୋକ । ଆତ୍ମହତ୍ୟା କରିଦେଲା ପୁଅ ।

    ବାଲେଶ୍ବର ସୋର ବ୍ଲକ୍‌ ଆଟପୁର ପଞ୍ଚାୟତ ହଂସୀପଟଣା ଗ୍ରାମର ଗୌତମ ଲେଙ୍କା (୧୭) ସ୍ଥାନୀୟ ଉପେନ୍ଦ୍ରନା ...

  • 15552

    ନୂଆଦିଲ୍ଲୀ:  ଇନ୍‌ସାଟ-୩ଡିଏସ୍‌ର ସଫଳ ଉତ୍‌କ୍ଷେପଣ ପରେ ଇସ୍ରୋ ଏବେ ଆଉ ଏକ ବଡ଼ ମିଶନ ପାଇଁ ପ୍ରସ୍ତୁତ ହେଉଛି । ବହୁ-ଆକାଂକ୍ଷିତ ପ୍ରୋଜେକ୍ଟ ନିସାର୍ ଲଞ୍ଚ୍ କରିବ ଭାରତୀୟ ମାହାକାଶ ଗବେଷଣା ସଂସ୍ଥା । ଆମେରିକୀୟ ମହାକାଶ ଏଜେନ୍ସି ନାସା ସହ ମିଶି ଏହା ନାସା-ଇସ୍ରୋ ସିନ୍ଥେଟିକ୍‌ ଆପର୍&z ...

  • 15951

    କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଡୋକରିପଡ଼ା ଠାରେ ଚାଷକାମରୁ ଶ୍ରମିକମାନଙ୍କୁ ନେଇ ଫେରୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ୨୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ମୃତ ଓ ଗୁରୁତରମାନଙ୍କର ପରିଚୟ ମିଳିପାରି ନାହିଁ ...

  • 16944

    କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ବେଲବାହାଳି ନଇସାହି ସ୍ଥିତ ହନୁମାନ ମନ୍ଦିର ନିକଟରେ ଆତଙ୍କ ମଚାଇଛି ପାଗଳା କୁରୁର। କୁକୁର ଆକ୍ରମଣ ରେ ୨୦ରୁ ଉର୍ଦ୍ଧ ଆହତ ହୋଇଥିବା ବେଳେ ପୁଣି ୪ଜଣ ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

    ଆନନ୍ଦପୁର ଉପଖଣ୍ଡ ବେଲବାହାଳୀ ଗାଁରେ ଏକ ପାଗଳା ବୁଲା କୁକୁର ...

  • 17013

    ବିବାହକୁ ୨ ବର୍ଷ ପୂରିନଥିଲା । ହେଲେ ଆଗପଛ ହୋଇ ଚାଲିଗଲେ ଦମ୍ପତି । ଏଭଳିି ଦୁଃଖଦ ଘଟଣା ଜଟଣୀରେ ଘଟିଛି । ଭୁବନେଶ୍ୱରର ପାଣ୍ଡରାସ୍ଥିତ ହାଇଟେକ୍ ହସ୍‌ପିଟାଲରେ ବିସ୍ଫୋରଣ ଘଟଣାରେ ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ସୁନା ସାମନ୍ତରାୟ ଆତ୍ମହତ୍ୟା କରି ଦେଇଛନ୍ତି ...

  • 17010

    ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଂଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତର କୀର୍ତ୍ତିପୁର ଗାଁରେ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତ ୨ ନାବାଳିକା କବିସୂର୍ଯ୍ୟନଗର ଥାନା ଜରଡ଼ ଗ୍ରାମର ଅବକାଶ ରାଉତଙ୍କ କନ୍ୟା ରୋଷନୀ (୧୦) ଓ ସନ୍ଧ୍ୟାରାଣୀ (୭)।

    ଗ୍ରାମର ଅବକାଶ ରାଉତଙ୍କ ପାରିବାରିକ କଳହ ଯୋଗୁ ସ୍ତ୍ ...

କାଜୁ ଜଙ୍ଗଲରେ ନରକଙ୍କାଳ

13844

କଟକ ଜିଲ୍ଲା ବାଙ୍କୀ ଥାନା ଡମପଡ଼ା ମହାବିଦ୍ୟାଳୟ ପଛ ପଟ କାଜୁ ଜଙ୍ଗଲରେ ମିଳିଛି ମଣିଷ ଖପୁରୀ ଓ କଙ୍କାଳ। କିଛି ବ୍ୟକ୍ତି ଉକ୍ତ ନର କଙ୍କାଳକୁ ଠାବ କରିବା ପରେ ବାଙ୍କୀ ପୁଲିସକୁ ସୂଚନା ପ୍ରଦାନ କରିଥିଲେ। ବାଙ୍କୀ ପୁଲିସ ପହଂଚି ନରକଙ୍କାଳ ଜବତ କରିବା ସହ ତାକୁ ଫୋରେନସିକ ଲାବୋରେଟୋରିକୁ ପଠାଇଥିବା ଜଣାଯାଇଛି। ଉକ୍ତ ନ ...

14760

ଆନିମଲର ବିପୁଳ ସଫଳତା ପରେ ରଣବୀର କପୁର ଏବେ ଫିଲ୍ମ ରାମାୟଣ ପାଇଁ ବିଶେଷ ପ୍ରସ୍ତୁତି ଜାରି ରଖିଛନ୍ତି । କଠିନ ପରିଶ୍ରମ କରୁଛନ୍ତି । ତାଙ୍କୁ ଏହି ଫିଲ୍ମରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଦେଖିବାକୁ ମିଳିବ ।

ତେବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ ରଣବୀରଙ୍କୁ ତାଙ୍କ ଧନୁର୍ଦ୍ଧର ପ୍ରଶିକ୍ଷକଙ୍କ ସହ ...

  • 15284

    ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ପ୍ରାୟ ଏକ ମାସ ବାକି ଅଛି। ଏହାପୂର୍ବରୁ, ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟକା ଲାଗିଛି। ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୪ ସିଜନରେ ଦ୍ରୁତ ବୋଲର ମହମ୍ମଦ ଶାମି ଖେଳିବେନି।

    ଆହତ କାରଣରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମଧ୍ୟ ଚୟନ କରାଯାଇ ନଥିଲା। ଏହାପରେ ଘରୋଇ ମାଟିରେ ଚାଲିଥିବା ଇ ...

  • 14743

    ପୁଣି ବାପା ହୋଇଛନ୍ତି ବିରାଟ କୋହଲି । ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅନୁଷ୍କା ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ନିଜେ ବିରାଟ ପୂରା ବିଶ୍ୱକୁ ଜଣାଇଛନ୍ତି। ଏଥିସହ ପୁଅର ନାଁ ଅକାୟ ରଖାଯାଇଥିବା ବିରାଟ କହିଛନ୍ତି।

    ଉଭୟ ବିରାଟ ଓ ଅନୁଷ୍କା ନିଜ ନିଜ ସୋଶାଲ ମିଡିଆ ...

  • 15501

    ଅଚାନକ ଅବସର ଘୋଷଣା କରିଛନ୍ତି ବେଙ୍ଗଲ କ୍ରିକେଟର ମନୋଜ ତିୱାରୀ। ଟିମ ଇଣ୍ଡିଆରୁ କିଛି ଦିନ ଦୂରେଇ ରହିବା ପରେ କ୍ରିକେଟରୁ ବିଦାୟ ନେଇଛନ୍ତି ମନୋଜ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ନେଇ ବର୍ତ୍ତମାନ ବ୍ୟସ୍ତ ରହିଛି ଟିମ ଇଣ୍ଡିଆ । ଏହାଭିତରେ ମନୋଜ ଅବସର ଘୋଷଣା କରିଛନ୍ତି ।

    ତେବେ ଅବସର ଘୋଷଣା ପରେ ତାଙ୍କର ଏ ...

  • 16277

    ଘର ଭିତରେ ଫାଟ ସୃଷ୍ଟି ହେବା ପଛରେ ରବୀନ୍ଦ୍ର ଜାଡେଜାଙ୍କ ବାପା ଷ୍ଟାର କ୍ରିକେଟରଙ୍କ ପତ୍ନୀଙ୍କୁ ଦାୟୀ କରିଥିଲେ। ବାପାଙ୍କ ଏପରି କଥାକୁ ମୂଲ୍ୟହୀନ ବୋଲି କହିଥିବା ଜାଡେଜା ଏବେ ପତ୍ନୀଙ୍କୁ ପୁଣି ସମର୍ଥନ କରିଛନ୍ତି। ରବୀନ୍ଦ୍ର ଜାଡେଜା ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାରକୁ ତାଙ୍କ ପତ୍ନୀଙ୍କୁ ଉତ୍ସର୍ଗ କରିଛନ୍ତି। ପତ୍ନ ...

  • 16132

    ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ସେ ମୁମ୍ବାଇର ଜୟକିଶନ ମନାକାନୀଙ୍କୁ ବିବାହ କରିଛନ୍ତି। ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ହୋଟେଲରେ ହିନ୍ଦୁ ବୈଦିକ ରୀତିନୀତିରେ ପଦ୍ମିନୀ ଓ ଜୟକିଶିନଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ୍‌ ତା ...

ଏକ ନଜରରେ ଖବର