ଭଦ୍ରକ: ଭଦ୍ରକ ବାସୁଦେବପୁର ବ୍ଳକ ଅଯୋଧ୍ୟା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଏକ ଅଟୋ ଧକ୍କା ଦେଇଛି। ଗୁରୁତର ଅବସ୍ଥାରେ ଛାତ୍ରୀ ଜଣକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୂତାବକ ସ୍କୁତିରେଖା ବେହେରା ନାମକ ଜଣେ ଛାତ୍ରୀ ପରୀକ୍ଷା ଦେବା ପାଇଁ ଅଯୋଧ୍ୟା ସରକାରୀ ...
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ବାବୁନ ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବୁବୁନ ହାୱଡ଼ାରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିବା ପରେ ମମତା ଭାଇ ବୁବୁନ ବାନାର୍ଜୀଙ୍କ ସହ ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି। ବୁ ...
ରାଜସ୍ଥାନର ଅଜମେରସ୍ଥିତ ମଦାର ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ସାବରମତୀ-ଆଗ୍ରା ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ର ୪ଟି ବଗି ଲାଇନଚ୍ୟୁତ ହୋଇ ଓଲଟି ପଡିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।
ସୂଚନା ମୁତାବକ, ଇଂଜିନ ସମେତ ଟ୍ରେନ୍ ...
ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ୬ଟି ରାଜ୍ୟରେ ଗୃହ ସଚିବଙ୍କୁ ହଟାଇବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଥିସହ ପଶ୍ଚିମବଙ୍ଗ ଡିଜିପିଙ୍କୁ ମଧ୍ୟ ହଟାଇବାକୁ କୁହାଯାଇଛି। ସେହିପରି ମିଜୋରାମ ଓ ହିମାଚଳ ପ୍ରଦେଶରେ ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ ମଧ୍ୟ ହଟାଇ ...
୨୦୧୬ ମସିହା ଡୁଙ୍ଗାରପୁର ମାମଲାରେ ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟ ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କୁ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଆଜାମ ଖାନଙ୍କ ବ୍ୟତୀତ ଏହି ମାମଲାରେ ଆଉ ୩ ଜଣଙ୍କୁ ୫ ବର୍ଷ ଲେଖାଏ ଜେଲଦଣ୍ଡ ମିଳିଛି। ସେମାନଙ୍କୁ ୨ ...
କର୍ଣ୍ଣାଟକର ଏକ ସରକାରୀ ବିଦ୍ୟାଳୟରେ ଜଣେ ୧୪ ବର୍ଷୀୟ ଛାତ୍ରୀ ଶିକ୍ଷୟିତ୍ରୀଙ୍କ ଅପମାନ ସହି ନପାରି ଆତ୍ମହତ୍ୟା କରିଛି । କର୍ଣ୍ଣାଟକ ବାଗାଲକୋଟ ସରକାରୀ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସାହିତ୍ୟ ଶିକ୍ଷୟିତ୍ରୀଙ୍କର ୨ହଜାର ଟଙ୍କା ଚୋରି ଅଭିଯୋଗରେ ସଂପୃକ୍ତ ଛାତ୍ରୀ ଓ ଅନ୍ୟ ୪ସାଙ୍ଗଙ୍କୁ ଡାକି ପଚରା ...
ହାଇଦ୍ରାବାଦ୍: ସୋମବାର ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ତାମିଲାଇସାଇ ସୌନ୍ଦରାଜନ୍।
ସେ ଦିଲ୍ଲୀରେ ଇସ୍ତଫା ଦେବା ସହ ସୋମବାର ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ପଠାଇଛନ୍ତି। ଏକ ବିବୃତ୍ତିରେ ତେଲେଙ୍ଗାନା ...
ପାଠ ପଢୁନଥିବାରୁ ଆକଟ କରିଥିଲେ ବାପା । ୧୭ ବର୍ଷର ପୁଅକୁ ବାପାଙ୍କ କଥା ଭାରି କଷ୍ଟ ଦେଇଥିଲା । ହେଲେ ସେ ଏମିିତି କିଛି ରାସ୍ତା ବାଛି ନେବ ବୋଲି ଭାବିନଥିଲେ ଘର ଲୋକ । ଆତ୍ମହତ୍ୟା କରିଦେଲା ପୁଅ ।
ବାଲେଶ୍ବର ସୋର ବ୍ଲକ୍ ଆଟପୁର ପଞ୍ଚାୟତ ହଂସୀପଟଣା ଗ୍ରାମର ଗୌତମ ଲେଙ୍କା (୧୭) ସ୍ଥାନୀୟ ଉପେନ୍ଦ୍ରନା ...
ନୂଆଦିଲ୍ଲୀ: ଇନ୍ସାଟ-୩ଡିଏସ୍ର ସଫଳ ଉତ୍କ୍ଷେପଣ ପରେ ଇସ୍ରୋ ଏବେ ଆଉ ଏକ ବଡ଼ ମିଶନ ପାଇଁ ପ୍ରସ୍ତୁତ ହେଉଛି । ବହୁ-ଆକାଂକ୍ଷିତ ପ୍ରୋଜେକ୍ଟ ନିସାର୍ ଲଞ୍ଚ୍ କରିବ ଭାରତୀୟ ମାହାକାଶ ଗବେଷଣା ସଂସ୍ଥା । ଆମେରିକୀୟ ମହାକାଶ ଏଜେନ୍ସି ନାସା ସହ ମିଶି ଏହା ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍&z ...
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଡୋକରିପଡ଼ା ଠାରେ ଚାଷକାମରୁ ଶ୍ରମିକମାନଙ୍କୁ ନେଇ ଫେରୁଥିବା ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ୨୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ମୃତ ଓ ଗୁରୁତରମାନଙ୍କର ପରିଚୟ ମିଳିପାରି ନାହିଁ ...
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ବେଲବାହାଳି ନଇସାହି ସ୍ଥିତ ହନୁମାନ ମନ୍ଦିର ନିକଟରେ ଆତଙ୍କ ମଚାଇଛି ପାଗଳା କୁରୁର। କୁକୁର ଆକ୍ରମଣ ରେ ୨୦ରୁ ଉର୍ଦ୍ଧ ଆହତ ହୋଇଥିବା ବେଳେ ପୁଣି ୪ଜଣ ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଆନନ୍ଦପୁର ଉପଖଣ୍ଡ ବେଲବାହାଳୀ ଗାଁରେ ଏକ ପାଗଳା ବୁଲା କୁକୁର ...
ବିବାହକୁ ୨ ବର୍ଷ ପୂରିନଥିଲା । ହେଲେ ଆଗପଛ ହୋଇ ଚାଲିଗଲେ ଦମ୍ପତି । ଏଭଳିି ଦୁଃଖଦ ଘଟଣା ଜଟଣୀରେ ଘଟିଛି । ଭୁବନେଶ୍ୱରର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ସୁନା ସାମନ୍ତରାୟ ଆତ୍ମହତ୍ୟା କରି ଦେଇଛନ୍ତି ...
ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଂଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତର କୀର୍ତ୍ତିପୁର ଗାଁରେ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତ ୨ ନାବାଳିକା କବିସୂର୍ଯ୍ୟନଗର ଥାନା ଜରଡ଼ ଗ୍ରାମର ଅବକାଶ ରାଉତଙ୍କ କନ୍ୟା ରୋଷନୀ (୧୦) ଓ ସନ୍ଧ୍ୟାରାଣୀ (୭)।
ଗ୍ରାମର ଅବକାଶ ରାଉତଙ୍କ ପାରିବାରିକ କଳହ ଯୋଗୁ ସ୍ତ୍ ...
ସ୍ୱାମୀ, ପୁଅକୁ ଛାଡି ପ୍ରେମିକ ସହ ଫେରାର ହୋଇଯାଇଥିଲେ ମହିଳା । ହେଲେ ପ୍ରେମିକ ସବୁବେଳେ ମହିଳାଙ୍କ ଚରିତ୍ର ଉପରେ ସନ୍ଦେହ କରିଆସୁଥିଲା । ଶେଷରେ ତାର ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି ।
ଏପରି ହତ୍ୟାକାଣ୍ଡ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗ ପରେ ପୋଲିସ ହତ୍ୟାକାରୀ ପ୍ରେମିକଙ୍କ ସମେତ ୪ ଜ ...
କବୀର ସିଂ ହେଉକି ଆନିମଲ । ଏହି ଦୁଇଟି ଫିଲ୍ମରେ ସାହିଦ କପୁର ଓ ରଣବୀର କପୁର ସିଗାରେଟ ଟାଣୁଥିବାର ଦର୍ଶକ ଦେଖିଛନ୍ତି । କବୀର ସିଂରେ ତ ସାହିଦ କପୁର ୨ଟି ସିଗାରେଟ ଏକାଥରରେ ଟାଣିଥିଲେ । ହେଲେ ଆପଣ ଜାଣିନଥିବେ ଦୁଇ ଅଭିନେତା ରିଅଲ ଲାଇଫରେ ସିଗାରେଟ ଛାଡି ଦେଇଛନ୍ତି । କେବଳ ନିଜ ଝିଅଙ୍କ ପାଇଁ ଏମାନେ ସିଗାରେଟକୁ ହାତ ...
ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ପ୍ରାୟ ଏକ ମାସ ବାକି ଅଛି। ଏହାପୂର୍ବରୁ, ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟକା ଲାଗିଛି। ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୪ ସିଜନରେ ଦ୍ରୁତ ବୋଲର ମହମ୍ମଦ ଶାମି ଖେଳିବେନି।
ଆହତ କାରଣରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମଧ୍ୟ ଚୟନ କରାଯାଇ ନଥିଲା। ଏହାପରେ ଘରୋଇ ମାଟିରେ ଚାଲିଥିବା ଇ ...
ପୁଣି ବାପା ହୋଇଛନ୍ତି ବିରାଟ କୋହଲି । ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅନୁଷ୍କା ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ନିଜେ ବିରାଟ ପୂରା ବିଶ୍ୱକୁ ଜଣାଇଛନ୍ତି। ଏଥିସହ ପୁଅର ନାଁ ଅକାୟ ରଖାଯାଇଥିବା ବିରାଟ କହିଛନ୍ତି।
ଉଭୟ ବିରାଟ ଓ ଅନୁଷ୍କା ନିଜ ନିଜ ସୋଶାଲ ମିଡିଆ ...
ଅଚାନକ ଅବସର ଘୋଷଣା କରିଛନ୍ତି ବେଙ୍ଗଲ କ୍ରିକେଟର ମନୋଜ ତିୱାରୀ। ଟିମ ଇଣ୍ଡିଆରୁ କିଛି ଦିନ ଦୂରେଇ ରହିବା ପରେ କ୍ରିକେଟରୁ ବିଦାୟ ନେଇଛନ୍ତି ମନୋଜ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ନେଇ ବର୍ତ୍ତମାନ ବ୍ୟସ୍ତ ରହିଛି ଟିମ ଇଣ୍ଡିଆ । ଏହାଭିତରେ ମନୋଜ ଅବସର ଘୋଷଣା କରିଛନ୍ତି ।
ତେବେ ଅବସର ଘୋଷଣା ପରେ ତାଙ୍କର ଏ ...
ଘର ଭିତରେ ଫାଟ ସୃଷ୍ଟି ହେବା ପଛରେ ରବୀନ୍ଦ୍ର ଜାଡେଜାଙ୍କ ବାପା ଷ୍ଟାର କ୍ରିକେଟରଙ୍କ ପତ୍ନୀଙ୍କୁ ଦାୟୀ କରିଥିଲେ। ବାପାଙ୍କ ଏପରି କଥାକୁ ମୂଲ୍ୟହୀନ ବୋଲି କହିଥିବା ଜାଡେଜା ଏବେ ପତ୍ନୀଙ୍କୁ ପୁଣି ସମର୍ଥନ କରିଛନ୍ତି। ରବୀନ୍ଦ୍ର ଜାଡେଜା ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାରକୁ ତାଙ୍କ ପତ୍ନୀଙ୍କୁ ଉତ୍ସର୍ଗ କରିଛନ୍ତି। ପତ୍ନ ...
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ସେ ମୁମ୍ବାଇର ଜୟକିଶନ ମନାକାନୀଙ୍କୁ ବିବାହ କରିଛନ୍ତି। ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ହୋଟେଲରେ ହିନ୍ଦୁ ବୈଦିକ ରୀତିନୀତିରେ ପଦ୍ମିନୀ ଓ ଜୟକିଶିନଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ୍ ତା ...
ଭୁବନେଶ୍ୱର: #ଇନ୍ସ୍ପାୟାରଇନ୍କ୍ଲୁଜନ୍ ନିମନ୍ତେ ବିଶ୍ୱବ୍ୟାପୀ ଆହ୍ୱାନ ମଧ୍ୟରେ ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ କମ୍ପାନୀ ଶକ୍ତିଶାଳୀ #ହର୍ହେଲ୍ଥଫାଷ୍ଟ ଆଭିମୁଖ୍ୟ ଜରି ...
ଭୁବନେଶ୍ୱର: ବସନ୍ତର ଆଗମନ ସହିତ ଚମକଦାର ଔଜଲ୍ୟ ଥିବା ଗହଣା ଟ୍ରେଣ୍ଡ୍କୁ ନେଇ ଷ୍ଟାଇଲ୍କୁ ଆଉ ଏକ ଉଚ୍ଚତର ସୋପାନକୁ ନେଇଯିବାର ସମୟ ଆସିଛି! ୨୦୨୪ ଏହି ସମସ୍ତ ନୂଆ ଷ୍ଟାଇଲ୍ ଟ୍ରେଣ୍ଡ୍କୁ ...
ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ତିଆରି କରିଛି ଚାଟ ଜିପିଟିର ଦେଶୀ ଭର୍ସନ ହନୁମାନ । ଏହା ଆସନ୍ତା ମାର୍ଚ୍ଚ ମାସରେ ଭାରତରେ ଲଞ୍ଚ୍ ହେବ । କମ୍ପାନୀ ଏଥିପାଇଁ ୮ ବିଶ୍ବବିଦ୍ୟାଳୟ ସହିତ ମିଶି କାମ କରୁଛି ଯାହାକୁ 'ଭାରତ ଜିପିଟି ଗ୍ରୁପ୍' ନାଁ ଦିଆଯାଇଛି । ମଙ୍ଗଳବାର କମ୍ପାନୀ ଏକ ପ୍ରଯୁକ୍ତିବିଦ୍ ...
ପ୍ରଥମ ଥର ପାଇଁ ଭାରତୀୟ ଷ୍ଟକ୍ ମାର୍କେଟ ହଂକଂକୁ ଅତିକ୍ରମ କରିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ସୋମବାର ଭାରତୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ମିଳିତ ବଜାର କ୍ୟାପ୍ (କମ୍ପାନୀଗୁଡିକର ଶେଆର୍ ମୂଲ୍ୟ) ୪ ଲକ୍ଷ ୩୩ ହଜାର କୋଟି ଡଲାରରେ ପହଞ୍ଚିଥିଲା। ଯେତେବେଳେ ହଂକଂ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ସ ...
ନୂଆବର୍ଷରେ ଟିଭି ଦେଖିବା ହେବ ମହଙ୍ଗା । ଧାରାବାହିକ ସହ ରିୟାଲିଟି ସୋ ଦେଖିବାକୁ ଟିଭି ଅପରେଟର ସହ ଅଧିକ ଟଙ୍କା ରିଚାର୍ଜ କରିବାକୁ ପଡିବ । କାରଣ ଜି ଏଣ୍ଟରଟେନମେଣ୍ଟ, ଭାୟାକମ୍ ୧୮ ଏବଂ ସୋନି ପିକ୍ଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି କରି ...
ଭୁବନେଶ୍ୱର/ନୂଆଦିଲ୍ଲୀ: ସଦା ପରିବର୍ତ୍ତନଶୀଳ ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ପୂରଣ କରିବାକୁ ଏକ ଦୃଶ୍ୟମାନ ହେଭାବଳି ସୋନ୍ଦର୍ଯ୍ୟ ପ୍ରଦାନ ନିମନ୍ତେ ଏହାର ଅନୁସନ୍ଧାନ ପ୍ରୟାସରେ ଅନ୍ୟତମ ଅଗ୍ରଣୀ ଏଫଏମ୍ସିଜି ଡାଇରେକ୍ ...